ମିଳୁନି ସୂର୍ଯ୍ୟମୁଖୀ ତେଲ, ବଜାରରେ ହିନ୍ଦୁସ୍ଥାନ ୟୁନିଲିଭର ଉତ୍ପାଦ ଅଭାବ

ଭୁବନେଶ୍ୱର: କରୋନା କଟକଣା ପରଠାରୁ ବଜାରରେ ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖିବାକୁ ମିଳିଛି। ଫ୍ରିଡମ୍‌ ଓ ଫର୍ଚୁନ୍ ବ୍ରାଣ୍ଡର ସୂର୍ଯ୍ୟମୁଖୀ ତେଲ ବହୁ କମ୍ ପରିମାଣରେ ଉପଲବ୍‌ଧ ହେଉଛି। ସେହିଭଳି ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନିର ବିଭିନ୍ନ ଉତ୍ପାଦର ଦର ବୃଦ୍ଧି ହୋଇଥିବାବେଳେ ବଜାରରେ କମ୍ ଉପଲବ୍‌ଧ ହେଉଛି। ତେଣୁ ନିହାତି ଆବଶ୍ୟକ ସାବୁନ୍, ଡିଟରଜେଣ୍ଟ ଆଦି ଯଥେଷ୍ଟ ମିଳୁନାହିଁ। ତାଲାବନ୍ଦ ପରଠାରୁ ହଠାତ୍ ବଜାରକୁ ସୂର୍ଯ୍ୟମୁଖୀ ‌ତେଲ ଉଭାନ୍ ହେବାକୁ … Continue reading ମିଳୁନି ସୂର୍ଯ୍ୟମୁଖୀ ତେଲ, ବଜାରରେ ହିନ୍ଦୁସ୍ଥାନ ୟୁନିଲିଭର ଉତ୍ପାଦ ଅଭାବ